31.1 C
Bhubaneswar
Sunday, May 19, 2024
Homeଓଡିଶା୯୬୦ ବୋତଲ କଫସିରଫ ଜବତ ; ୨ ଗିରଫ

୯୬୦ ବୋତଲ କଫସିରଫ ଜବତ ; ୨ ଗିରଫ

ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ଟାଉନ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏକ କାର ଉପରେ ଚଢ଼ାଉ କରି ୮ ଗୋଟି ପେଟିରେ ଥିବା ୯୬୦ ବୋତଲ କଫସିରଫ, ୨ ମୋବାଇଲ ଫୋନ ସହ ନଗଦ ଟଙ୍କାକୁ ଜବତ କରିଛି । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏହି କଫସିରଫ କେଉଁ ସ୍ଥାନକୁ ଚୋରାଚାଲାଣ ହେଉଥିଲା ଓ ସେଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking