33.1 C
Bhubaneswar
Saturday, April 27, 2024
Homeଓଡିଶାଶ୍ରୀମନ୍ଦିରରେ ପ୍ରବଳ ଭିଡ

ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ : ଗୁରୁବାର ଦିନ ତାପମାତ୍ରା ଅଧିକ ଥିବା ବେଳେ ଭକ୍ତମାନେ ଦୌଡିଦୌଡି ଜଗା ଦର୍ଶନ କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଏବେ ଉଣା ପଡିଗଲା । ଭକ୍ତଙ୍କ ପାଇଁ ହୋଇଥିବା ଏସି ଟନେଲ ବି ଉଣା ପଡିଯାଇଛି । ଏସି ଟନେଲ ବାଦ ଭକ୍ତ ମାନଙ୍କୁ ଆହୁରି ୩୦୦ ମିଟର ଚାଲିବା ପାଇଁ ପଡୁଛି । ତେବେ ୧୧ଟା ପରେ ପୁରା ଟାଣ ଖରା ହେଉଛି ଭକ୍ତ ମାନେ କିପରି ୩୦୦ ମିଟର ପିଚୁରାସ୍ତା ଉପରେ ଚାଲିକି ଯିବେ ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଆଜି ପୁରୀ ବାସିନ୍ଦାଙ୍କ ପାଇଁ ଥିବା ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ମଧ୍ୟ ଖୋଲା ହୋଇଛି । ତେବେ ପଶ୍ଚିମ ଦ୍ବାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking