26.1 C
Bhubaneswar
Wednesday, May 8, 2024
Homeଓଡିଶାଅନ୍‍ଲାଇନ୍‍ରୁ ଡାଉନ୍‍ଲୋଡ୍‍ କରି ହେଉନି ଡିଏଲ୍‍, ଆର୍‌ସି; ପୁଣି ପ୍ରଚଳନ ହେବ ପ୍ଲାଷ୍ଟିକ୍‍ କାର୍ଡ

ଅନ୍‍ଲାଇନ୍‍ରୁ ଡାଉନ୍‍ଲୋଡ୍‍ କରି ହେଉନି ଡିଏଲ୍‍, ଆର୍‌ସି; ପୁଣି ପ୍ରଚଳନ ହେବ ପ୍ଲାଷ୍ଟିକ୍‍ କାର୍ଡ

ଭୁବନେଶ୍ୱର : ଲୋକଙ୍କ ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ରେ ଡିଏଲ୍‍ ଏବଂ ଆରସି ସଫ୍ଟ କପି ଡାଉନ୍‍ଲୋଡ୍‍ ବ୍ୟବସ୍ଥା କରାଯାଇଛି। ହେଲେ ଅଧିକାଂଶ ଆବେଦନକାରୀ ଅନ୍‍ଲାଇନ୍‍ରୁ ପିଡିଏଫ୍‍ ଫାଇଲ୍‍ ଡାଉନଲୋଡ୍‍ କରିବାରେ ଅସମର୍ଥ ହେଉଛନ୍ତି। ବିଭାଗ ନିକଟରେ ଏହି ଅଭିଯୋଗ ପହଞ୍ଚିବା ପରେ ନିୟମ ପରିବର୍ତ୍ତନ କରି ପୂର୍ବ ଭଳି ପ୍ଲାଷ୍ଟିକ୍‍ କାର୍ଡ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏଥିପାଇଁ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ହେବ। ଜନସାଧାରଣ ଆବେଦନ ସମୟରେ ପ୍ଲାଷ୍ଟିକ୍‍ କାର୍ଡରେ ଆରସି ଏବଂ ଡିଏଲ୍‍ ପାଇବା ପାଇଁ ଆବେଦନ କରିପାରିବେ। ପୂର୍ବପରି ଡାକ ଜରିଆରେ ଆବେଦନକାରୀଙ୍କ ନିକଟରେ କାର୍ଡ ପହଞ୍ଚିବ। ପ୍ଲାଷ୍ଟିକ୍‍ କାର୍ଡ ଏବଂ ଡାକ ଖର୍ଚ୍ଚ ବାବଦକୁ ଆବେଦନକାରୀ ୧୦୦ ଟଙ୍କା ଦାଖଲ କରିବେ।

ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking