29.1 C
Bhubaneswar
Wednesday, May 8, 2024
Homeଓଡିଶା୨୪ ଘଣ୍ଟାରେ ୧୪୪ ମାମଲା

୨୪ ଘଣ୍ଟାରେ ୧୪୪ ମାମଲା

ନୂଆଦିଲ୍ଲୀ: ଅଣାୟତ୍ତ ହୋଇପଡିଛି ଆତ୍ମଘାତୀ ଭାଇରସ କରୋନା । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ନିୟମକୁ ଅନେକ ଲୋକ କଡାକଡି ପାଳନ କରୁନାହାନ୍ତି । ସରକାର ଓ ପୋଲିସ ସଚେତନ କଲେ ବି ଏମାନଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ । ତେବେ କରୋନା କଟକଣା ଭଙ୍ଗ ଅଭିଯୋଗରେ ୨୪ ଘଣ୍ଟାରେ ୧୪୪ଟି ମାମଲା ସାମ୍ନାକୁ ଆସିଛି । ଲକ ଡାଉନ ଭଙ୍ଗ ପାଇଁ ୧୩୪ ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଥିବା ବେଳେ କ୍ୱାରେଣ୍ଟାଇନ ଭାଙ୍ଗି ୪ଟି ମାମଲା ହୋଇଛି । ସେହିପରି ଅନ୍ୟାନ୍ୟ ଅଭିଯୋଗରେ ୬ଟି ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
 
https://onakhabar.com/2020/04/16/coronavirus-congress-rahul-gandhi-state-economic-power-gst-fund-prime-minister-narendra-modi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking