29.1 C
Bhubaneswar
Wednesday, April 24, 2024
Homeକରୋନାଲକ ଡାଉନକୁ ନେଇ ରାହୁଲ କହିଲେ ଏମିତି

ଲକ ଡାଉନକୁ ନେଇ ରାହୁଲ କହିଲେ ଏମିତି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ତେବେ କୋରନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଚାଲିଥିବା ଲକ ଡାଉନକୁ ନେଇ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି । ଲକ ଡାଉନ କରୋନାକୁ ଦୂରେଇ ପାରିବନି । ଏହା ସମାଧାନ ନୁହେଁ ବୋଲି ମୋଦିଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ସେ କହିଛନ୍ତି ଲକ ଡାଉନ କିଛି କ୍ଷଣ ପାଇଂ କରୋନାକୁ ଅଟକାଇ ପାରିବ, ମାରିପାରିବନି । ରୋଗ କେଉଁଠୁ ସୃଷ୍ଟି ହେଉଛି, କୁଆଡେ ବ୍ୟାପୁଛି ଜାଣିବାକୁ ଟେଷ୍ଟ କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଅଧିକରୁ ଅଧିକ ଟେଷ୍ଟ ହେଲେ ରୋଗ ସଂକ୍ରମଣ ଜାଣିହେବ ବୋଲି ରାହୁଲ ମତ ଦେଇଛନ୍ତି । ବ୍ୟବସ୍ଥିତ ଢଙ୍ଗରେ ଲକ ଡାଉନ କରି ଟେଷ୍ଟ ବଢାଇବାକୁ ରାହୁଲ କହିଛନ୍ତି । ଏହାକୁ ବାଦ ଦେଲେ ରାଜ୍ୟଗୁଡିକୁ ଅଧିକ ଅନୁଦାନ ଦେବାକୁ ମଧ୍ୟ ଦାବି କରିଛନ୍ତି ରାହୁଲ ଗାନ୍ଧୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking