38.1 C
Bhubaneswar
Friday, April 26, 2024
Homeଓଡିଶା୨୯ତମ ରାଜ୍ୟ ଥ୍ରୋବଲ୍ ପ୍ରତିଯୋଗିତା

୨୯ତମ ରାଜ୍ୟ ଥ୍ରୋବଲ୍ ପ୍ରତିଯୋଗିତା

ଢେଙ୍କାନାଳ : ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ୨୯ ତମ ରାଜ୍ୟସ୍ଥରୀୟ ଥ୍ରୋବଲ ପ୍ରତିଯୋଗିତା ଢେଙ୍କାନାଳ ଜିଲ୍ଲା ଦଳ ଉଚ୍ଚମାନର ଖେଳ ପ୍ରଦର୍ଶନ କରିଥିଲା । ଯାଜପୁର ଜିଲ୍ଲାର ଏନ୍‌.ସି. କଲେଜ୍ ପଡିଆରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଥ୍ରୋ ବଲ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନି ଖେଳରେ ଢେଙ୍କାନାଳ ଦଳର ୨୪ ଜଣିଆ ପୁରୁଷ ଓ ମହିଳା ଦଳ ଅଂଶ ଗ୍ରହଣ କରି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ । ଏହି ଦଳରେ କୋଚ୍ ଭାବେ ସୁବ୍ରତ ଜେନା ଓ ମ୍ୟାନେଜର ଭାବେ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ରାମକ୍ରିଷ୍ଣ ବେହେରା ଯୋଗଦେବା ସହିତ ଏହି ପ୍ରତିଯୋଗିତାର ମୁଖ୍ୟ ରେଫରି ଭାବେ ଖେଳ ପରିଚାଳନା କରିଥିଲେ ବୋଲି ସଂଘର ପ୍ରତିଷ୍ଠାତା ତଥା ଚିଫ୍ ପାଟରନ୍ ଅମୀୟ କୁମାର ଚାନ୍ଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking