28.1 C
Bhubaneswar
Saturday, April 27, 2024
Homeଓଡିଶାନକଲି ଔଷଧ: ମୁମ୍ବାଇ ଗଲା କ୍ରାଇମବ୍ରାଂଚ

ନକଲି ଔଷଧ: ମୁମ୍ବାଇ ଗଲା କ୍ରାଇମବ୍ରାଂଚ

ଭୁବନେଶ୍ୱର: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣାରେ ଅଧିକ ଖୋଳତାଡ ପାଇଁ ମୁମ୍ବାଇ ଯାଇଛି କ୍ରାଇମବ୍ରାଂଚ ଏସଟିଏଫ ଟିମ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବା ପାଇଁ ଟିମ ଯାଇଛି । ନକଲି କମ୍ପାନୀ ମାକ୍ସ ରିଲିଫ ହେଲଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀ । ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ସୁଦୀପ ଗିରଫ ହୋଇଛି । ସୁଦୀପକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏବେ ସେ ଜେଲରେ ଅଛି । ସୁଦୀପର ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking