29.1 C
Bhubaneswar
Saturday, April 27, 2024
Homeଅପରାଧଇଣ୍ଡିକା ଗାଡି ସହ ୫୦ କିଲୋ ଗୋରୁ ମାଂସ ଜବତ

ଇଣ୍ଡିକା ଗାଡି ସହ ୫୦ କିଲୋ ଗୋରୁ ମାଂସ ଜବତ

ଯାଜପଚର (ଓଏନଏ) — ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ଅଂଚଳର ନହକା ବାଇପାସ ଠାରେମ ଏକ ଇଣ୍ଡିକା ଗାଡି ଓଆର ୦୨ଏନଏ୧୨୧୨) ନଂ ଏତେରେ ୫୦ କିଲୋ ଗୋ ମାଂସ ଯାଜପୁର ରୋଡ ସହର ଅହମ୍ମଦ ନଗର ଠାରେ ଥିବା ଏକ ହୋଟେଲକୁ ମାଂସ ଆସୁଥିବା ସମୟରେ ବଜରଙ୍ଗ ଦଳ ହାତରେ ଧରା ପଡିଥିଲେ । ଏସମ୍ପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ ହୋଇଛି । ଏହି ଇଣ୍ଡିକା ଗାଡିରେ ଆସିଥିବା ଗୋମାଂସ କୁ ଜହ୍ନା ଛକ ଠାରେ ବଜରଙ୍ଗ ଦଳ ଧରିବା ପାଇଁ ଏକତ୍ରିକତ ହୋଇଥିଲେ । ଇଣ୍ଣ୍‌ିକା ଗାଡିଟି ଦ୍ରୂତ ବେଗରେ ପଳାଇ ଯାଉଥିବା ସମୟରେ ଏହି ଗାଡିକୁ ପିଛା କରି ବଜରଙ୍ଗ ଦଳ କର୍ମୀ ମାନେ ନହକା ଠାରେ ଅଟକାଇଥିଲେ । ସେଥିରୁ ୫୦ କିଲୋ ଗୋମାଂସ ଥିବାର ଦେଖିବାକୁ ମିଳିଥିଲା ।

ଏହି ଗୋ ମାଂସରୁ ଦୁଗର୍ନ୍ଧ ବାହାରୁଥିଲା । ବର୍ତମାନ କୋରନା ଆତଙ୍କ ସାରା ବିଶ୍ୱରେ ଖେଳାଇଥିବା ବେଳେ ପଚା ମାଂସ ହୋଟେଲକୁ ଚାଳାଣ ହେବା ନେଇ ଜନସାଧାରଣ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଏହି ମାଂସ କୋରେଇରୁ ଆସୁଥିଲା ବୋଲି କୁହାଯାଉଛି । ବଜରଙ୍ଗ ଦଳ ଗାଡି ସହ ମାଂସ କୁ ଯାଜପୁର ରୋଡ ଥାନାକୁ ହସ୍ତାନ୍ତର କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking