30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟ ସରକାର କଳିଙ୍ଗନଗର ଶିଳ୍ପାଂଚଳ ନକଡାଉନ ରେ ଅନ୍ତର୍ଭୁକ୍ତ କରିବାକୁ ଦାବି

ରାଜ୍ୟ ସରକାର କଳିଙ୍ଗନଗର ଶିଳ୍ପାଂଚଳ ନକଡାଉନ ରେ ଅନ୍ତର୍ଭୁକ୍ତ କରିବାକୁ ଦାବି

ଯାଜପୁର (ଓଏନଏ)—ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରନାକୁ ଦେଶରେ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୨ରିଖ ଠାରୁ ୨୯ ରିଖ ପର୍ଯ୍ୟନ୍ତ ସକାଳ ୭ଘରୁ ରାତି ୯ଘଟା ପର୍ଯ୍ୟନ୍ତ ଲକ୍ ୍‌ଡାଉନରେ ୫ଟି ଜିଲ୍ଲା ମଧ୍ୟରେ ୭ଗୋଟି ସହରକୁ ଅନତଭୁକ୍ତ କରିଛନତି । ଏଥିରେ ଯାଜପୁର ରୋଡ ସହର ରହିଛି । କଳିଙ୍ଗନଗର ଶିଳ୍ପାଂଚଳର ଯାଜପୁର ରୋଡ ସହରର ମୁଖାଶଳା କଳିଙ୍ଗନଗର ଶିଳ୍ପାଂଚଳର ପଦାଧିକାରୀ ମାନେ ଏହି ସହରରେ ବସବାସ କରୁଛନ୍ତି । ଏହି ସହରଠାରୁ କଳିଙ୍ଗନଗର ୫କିମି ମଧ୍ୟରେ ଅବସ୍ଥିତ । କଳିଙ୍ଗନଗର ଶିଳ୍ପାଂଚଳର ବହୁ ସ୍ମପର୍କୀୟ ଦେଶ ବାହାରୁ ଆସି ଏହି ସହରରେ ଆତ୍ମଗୋପନ କରୁଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ସେ ସମ୍ପର୍କରେ ତନାଘନା ଚାଲିଛି । କିନ୍ତୁ ବଡମ୍ବନାର ବିଷୟ କଳିଙ୍ଗନଗର ଶିଳ୍ପାଂଚଳକୁ ଲକ ଡାଉନରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଏହି ଶିଳ୍ପାଂଚଳରେ ବିଦେଶରୁ ବହୁ ଅଫିସର, କର୍ମଚାରୀ,ଶ୍ରମିକ ବିଭିନ୍ନ ଶିଳ୍ପରେ କାର୍ଯ୍ୟକରୁଛନ୍ତି । କିନ୍ତୁ ଶିଳ୍ପାଂଚଳରେ କୋରନା ପାଇଁ ଜନ ସଚେତନା କରାଯାଉ ନାହି । ଜିଲ୍ଲା ପ୍ରଶାସନ ବିଭିନ୍ ଗଣ ଅନୁଷ୍ଠାନ ,ପ୍ରେସ କ୍ଲବ ଓ ସାମ୍ବାଦିକ ସଂଘ ପକ୍ଷରୁ ଜନ ସଚେତନତା କରାଯାଉଛି । କିନ୍ତୁ ଶିଳ୍ପାଂଚଳ ପକ୍ଷରୁ ସେଭଳି ଆଖିଦ୍ୟଶ୍ୟା ଜନସଚେତନାଜନସାଧାରଙ୍କ ପାଇଁ କରାଯାଉ ନାହିଁ ।ଶିଳ୍ପାଂଚଳର ପଦାଧିକାରୀ ଓ କର୍ମଚାରୀ ମାନେ ସେମାନଙ୍କ ଘରେ ବିଦେଶରୁ ଆସିଥିବା ସମ୍ପର୍କୀୟ ମାନଙ୍କୁ ଗୋପନରେ ରଖୁଛନ୍ତିା ଏଥିପ୍ରତି ଜିଲ୍ଲା ପ୍ରଶାସନର ନଜର ନାହିଁ । ଏଥିପ୍ରତି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହାର ଗୁରୁତ୍ୱ ଉପଲଧ କରିବା ସହିତ ସମସ୍ତ ଶ୍ରମିକ , କର୍ମଚାରୀ ନିମନ୍ତେ ଛୁଟି ପ୍ରଦାନ କରିବାଦରକାର । ଏଥି ସହିତ କୌଣସି କର୍ମଚାରୀଙ୍କୁ ଛଟେଇ ନକରିବା ବକେୟା ମଙ୍କସର ସମସ୍ତ ଦରମା ପ୍ରଦାନ କରିବାକୁ ଆ.ଏନ.ଟିୟୁସି ଜିଲ୍ଲା ସଭାପତି ବିଦ୍ୟାଧର ମାହାନ୍ତି ,ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିବା ସହିତ ସମସ୍ତ ଅତ୍ୟାବଶକ୍ୟ ସାମଗ୍ରୀ ପ୍ରଦାନକରନ୍ତୁ ।,ବ୍ୟାଙ୍କ ଏଟିଏମ ,ଡାକ୍ତଖାନା,ଓøଷଧ ଦୋକାନ ,ପରିବା ମାର୍କେଟ,ପେଟ୍ରୋଲ ପମ୍ପ ଯେପରି ଆଇନ ଅନୁସାରେ ଖୋଲଶ ରଖିବା ସହ ଅସାଧୁ ବ୍ୟବସାୟୀ ମାନଙ୍କ କଳାବଜାରୀ ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପୋଲିସ କଡା ଦୃଷ୍ଟିରେ ରଖିବା ପାଇ ଶ୍ରୀ ମାହାନ୍ତି ଦାବି କରିଛନ୍ତି । ସରକାରଙ୍କର ଲକ ଡାଉନକୁ ମଧ୍ୟ ସ୍ୱାଗତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking