28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକୋଭିସିଲଡର ଷ୍ଟେଜ-୩ ପରୀକ୍ଷା

କୋଭିସିଲଡର ଷ୍ଟେଜ-୩ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଟୀକା ସଂପର୍କରେ ନୀତି ଆୟୋଗ ସଦସ୍ୟ ଭିକେ ପଲ ତାଜା ସୂଚନା ପ୍ରଦାନ କରିଛନ୍ତି । ଭାରତରେ ପ୍ରସ୍ତୁତ ୨ଟି ଟିକାର ପରୀକ୍ଷଣ ଏବେ ଚାଲୁ ରହିଛି । ଭାରତ ବାୟୋଟେକ ଟୀକାର ଷ୍ଟେଜ-୩ ପରୀକ୍ଷଣ ଚାଲୁ ରହିଛି । କାଡିଲାକ ପ୍ରସ୍ତୁତ ଟିକାରୁ ଷ୍ଟେଜ-୨ ପରୀକ୍ଷଣ ଏବେ ଜାରି ରହିଛି । ଏବା ବ୍ୟତୀତ ଆମେରିକା ପ୍ରସ୍ତୁତ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିଛି । ଆସନ୍ତା ସପ୍ତାହରେ ଭାରତରେ କୋଭିସିଲଡର ଷ୍ଟେଜ-୩ ପରୀକ୍ଷଣ ହେବ । ୧୭ଟି ଜାଗାରେ ୧୬ ଶହ ସ୍ୱେଚ୍ଛାସେବୀଙ୍କ ଠାରେ ଟିକା ପରୀକ୍ଷଣ ହେବ । ପୁନେର ସେରମ ଇନଷ୍ଟିଚ୍ୟୁଟ ଟିକାର ଉତ୍ପାଦନ ଦାୟିତ୍ୱ ନେଇଛି । ମାସକରେ ୧୦ କୋଟି ଟିକା ପ୍ରସ୍ତୁତ କ୍ଷମତା ରଖିଛି ସେରମ ଇନଷ୍ଟିଚ୍ୟୁଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking