28.1 C
Bhubaneswar
Saturday, April 27, 2024
Homeଓଡିଶା୨୧୪ଦିନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ

୨୧୪ଦିନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥ ପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳ ପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମାର୍ଚ୍ଚ ୨୧ତାରିଖ ଠାରୁ ଆଜକୁ ଦୀର୍ଘ ୨୧୪ଦିନ ଧରି ନିଜସ୍ଵ ପ୍ରଚେଷ୍ଟାରେ ଦେଶର ବିଭିନ୍ନ ଶାଖା ମାନଙ୍କ ଜରିଆରେ ନିଆରା ଢଙ୍ଗରେ ଲୋକମାନଙ୍କୁ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦଶରଥପୁର ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ଓ ଅସନପୁର ପଞ୍ଚାୟତର ବିଭିନ୍ନ ସ୍ଥାନମାନଙ୍କରେ ମାସ୍କ, ସାବୁନ,ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ,ଵ୍ଲିଚିଂ ପାଉଡର ଆଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,କଳାକାର ଶଶୀକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାଏ, ମାନସ ସେଠ ଆଦି ସହଯୋଗ କରିଥିଲେ।
ଯାଜପୁର ଜିଲ୍ଲାର ଦଶରଥ ପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳ ପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ମାର୍ଚ୍ଚ ୨୧ତାରିଖ ଠାରୁ ଆଜକୁ ଦୀର୍ଘ ୨୧୪ଦିନ ଧରି ନିଜସ୍ଵ ପ୍ରଚେଷ୍ଟାରେ ଦେଶର ବିଭିନ୍ନ ଶାଖା ମାନଙ୍କ ଜରିଆରେ ନିଆରା ଢଙ୍ଗରେ ଲୋକମାନଙ୍କୁ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଦଶରଥପୁର ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ଓ ଅସନପୁର ପଞ୍ଚାୟତର ବିଭିନ୍ନ ସ୍ଥାନମାନଙ୍କରେ ମାସ୍କ, ସାବୁନ,ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ,ଵ୍ଲିଚିଂ ପାଉଡର ଆଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,କଳାକାର ଶଶୀକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାଏ, ମାନସ ସେଠ ଆଦି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking