29.1 C
Bhubaneswar
Wednesday, May 1, 2024
Homeଓଡିଶାଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷଣାରେ ୪ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଜାଣନ୍ତୁ କେଉଁ ଆସନରୁ କିଏ…..
୧)ମାହାଙ୍ଗା-ଦେବେନ୍ଦ୍ର ସାହୁ
୨)ସତ୍ୟବାଦୀ-ମନୋଜ ରଥ
୩)ଭୁବନେଶ୍ୱର ମଧ୍ୟ-ପ୍ରକାଶ ଜେନା
୪)ଭୁବନେଶ୍ୱର ଉତ୍ତର-ଅଶୋକ ଦାସ

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା; ଜାଣନ୍ତୁ କେଉଁ ଆସନରୁ କିଏ….. 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking