29.1 C
Bhubaneswar
Wednesday, May 1, 2024
Homeଓଡିଶାକଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା; ଜାଣନ୍ତୁ କେଉଁ ଆସନରୁ କିଏ..... 

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା; ଜାଣନ୍ତୁ କେଉଁ ଆସନରୁ କିଏ….. 

ଭୁବନେଶ୍ୱର: ଆଜି କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷଣାରେ ୭୫ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଜାଣନ୍ତୁ କେଉଁ ଆସନରୁ କିଏ…..

୧) ଅତାବିରା- ଅଭିଷେକ ସେଠ୍‌
୨) ତଳସରା- ଦେବେନ୍ଦ୍ର ଭିଟାରିଆ
୩) କୁଚିଣ୍ଡା- କେଦାରନାଥ ବରିହା
୪) ରେଙ୍ଗାଲି- ଦିଲୀପ ଦୁରିଆ
୫) ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ
୬) ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌
୭) ଦେବଗଡ଼- ସେମ୍ ହେମ୍ବ୍ରମ୍‌
୮) ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ
୯) ଘସିପୁରା- ସୁବ୍ରତ ଚକ୍ର
୧୦) ଆନନ୍ଦପୁର- ଜୟଦେବ ଜେନା
୧୧) ପାଟଣା- ହୃଷିକେଶ ନାଏକ
୧୨) କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ
୧୩) ଚମ୍ପୁଆ- ଯଶୋବନ୍ତ ଲାଘୁରୀ
୧୪)ଯଶୀପୁର- ଶ୍ୱେତା ଚତ୍ତର
୧୫ ) ସାରସକଣା- ରାମକୁମାର ସୋରେନ
୧୬ ) ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା
୧୭) ବାଙ୍ଗିରିପୋଷି- ମୁରଲୀଧର ନାଏକ
୧୮) କରଞ୍ଜିଆ- ଲକ୍ଷ୍ମୀଧର ସିଂହ
୧୯) ଉଦଳା- ଦୁର୍ଗାଚରଣ ଟୁଡୁ
୨୦) ବାରିପଦା- ବାଦଲ ହେମ୍ବ୍ରମ୍‌
୨୧) ମୋରଡ଼ା- ପ୍ରଭାସ କରମହାପାତ୍ର
୨୨) ଭୋଗରାଇ- ସତ୍ୟଶିବ ଦାସ
୨୩) ବସ୍ତା- ବିଜନ ନାୟକ
୨୪) ରେମୁଣା- ସୁଦର୍ଶନ ଜେନା
୨୫) ସୋର- ସୁବ୍ରତ ଧଡ୍ଡା
୨୬) ସିମୁଳିଆ- ହିଂମାଶୁ ଶେଖର ବେହେରା
୨୭) ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ
୨୮) ଭଦ୍ରକ- ଅସିତ ପଟ୍ଟନାୟକ
୨୯) ବାସୁଦେବପୁର- ଅଶୋକ ଦାସ
୩୦) ଧାମନଗର- ରଞ୍ଜନ ବେହେରା
୩୧) ଚାନ୍ଦବାଲି- ଅମୀୟ ମହାପାତ୍ର
୩୨)ବିଞ୍ଝାରପୁର- କନକଲତା ମଲ୍ଲିକ୍‌
୩୩) ବରୀ- ଆରତି ଦେଓ
୩୪) ଧର୍ମଶାଳା- କିଶନ ପଣ୍ଡା
୩୫)ଯାଜପୁର- ସୁଦୀପ କର
୩୬) କୋରେଇ- ବନ୍ଦିତା ପରିଡ଼ା
୩୭) ଢେଙ୍କାନାଳ- ସୁସ୍ମିତା ସିଂଦେଓ
୩୮) ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ
୩୯) କାମାକ୍ଷାନଗର- ବିପ୍ରବର ସାହୁ
୪୦) ପରଜଙ୍ଗ- ରଞ୍ଜିତ କୁମାର ସାହୁ
୪୨) ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
୪୨) ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
୪୩) ଛେଣ୍ଡିପଦା- ନରୋତ୍ତମ ନାୟକ
୪୪)ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
୪୫) ବୀରମହାରାଜପୁର- ପ୍ରଦୀପ ସେଠୀ
୪୬)ସୋନପୁର- ପ୍ରିୟବ୍ରତ ସାହୁ
୪୭)ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍‌
୪୮) ଖଡ଼ିଆଳ- କମଳ ଚରଣ ତାଣ୍ଡି
୪୯) ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ
୫୦) ବଡ଼ମ୍ବା- ସଞ୍ଜୟ କୁମାର ସାହୁ
୫୧) ବାଲିଗୁଡ଼ା- ଉପେନ୍ଦ୍ର ନୂଆ ପ୍ରାର୍ଥୀ
୫୨) ବାଙ୍କୀ- ଦେବାଶିଷ ପଟ୍ଟନାୟକ
୫୩) ଆଠଗଡ଼- ମେହବୁବ ଅହମ୍ମଦ ଖାନ୍‌
୫୪) ଚୌଦ୍ୱାର-କଟକ- ମୀରା ମଲ୍ଲିକ
୫୫) ନିଆଳି- ଜ୍ୟୋତିରଂଜନ ମଲ୍ଲିକ୍‌
୫୫) କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
୫୬) ସାଲେପୁର – ୟାକିବ୍ ୟୁଜାମ୍ ଖାନ୍‌
୫୭) ପାଟକୁରା- ରତିକାନ୍ତ କାନୁନଗୋ
୫୮) ଆଳି- ଦେବସ୍ମିତା ସର୍ମା
୫୯) ପାରାଦୀପ – ନିରଞ୍ଜନ ନାୟକ
୬୦) ତ୍ରିତୋଲ- ହିମାଂଶୁ ଭୁଷଣ ମଲ୍ଲିକ
୬୧) ବାଲିକୁଦା – ଏରସମା – ନଳିନୀ ସ୍ୱାଇଁ
୬୨) ପୁରୀ – ସୁଜିତ ମହାପାତ୍ର
୬୩) ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
୬୪) ଜୟଦେବ – ଜୟନ୍ତ କୁମାର ଭୋଇ
୬୫) ଏକାମ୍ର-ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି
୬୬) ଜଟଣୀ – ସନ୍ତୋଷ ଜେନା
୬୮) ରଣପୁର – ବିଷ୍ଣୁପ୍ରସାଦ ମିଶ୍ର
୬୯) ନୟାଗଡ଼- ରଞ୍ଜିତ ଦାସ
୭୦) କବିସୂର୍ଯ୍ୟନଗ – ବିପିନ ବିହାରୀ ସ୍ୱାଇଁ
୭୧) ଖଲିକୋଟ – ଚିତ୍ରସେନା ବେହେରା
୭୨) ଆସିକା- ସୁରଭି ବିଶୋଇ
୭୩) ହିଞ୍ଜିଳି – ରଜନୀକାନ୍ତ ପାଢ଼ୀ
୭୪) ବ୍ରହ୍ମପୁର – ଦୀପକ ପଟ୍ଟନାୟକ
୭୫) ଦିଗପହଣ୍ଡି- – ଶ୍ରୀଧର ଦେବ

ସୂଚନାଯୋଗ୍ୟ, କଂଗ୍ରେସ ଶନିବାର ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଏହା ପୂର୍ବରୁ ୮ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସେହିପରି ଏପ୍ରିଲ ୨ରେ ଦଳ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ୪୯ଟି ବିଧାନସଭା ଆସନରୁ ୨ଟି ଆସନ କଂଗ୍ରେସ ଅନ୍ୟ ଦଳକୁ ଛାଡିଛି । ସେହି ୨ଟି ଆସନ ହେଲା
୧) ବିରମିତ୍ରପୁର – ଜେଏମଏମ
୨) ବୋଣାଇ – ସିପିଆଇ-ଏମ 

ଏହାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୧୨୪ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

ବିଧାନସଭା ପ୍ରାର୍ଥୀ
୧) ନୂଆପଡ଼ା: ଶରତ ପଟ୍ଟନାୟକ
୨) ପଦ୍ମପୁର: ଟଙ୍କଧର ସାହୁ
୩) ବିଜେପୁର: କିଶୋର ଦଫାଦାର
୪) ବରଗଡ଼: ନିପନ ଦାସ
୫) ଭଟଲୀ: ବ୍ରହ୍ମା ମହାକୁଡ଼
୬) ବ୍ରଜରାଜନଗର: କିଶୋର ପଟେଲ
୭) ତଳସରା: ପ୍ରବୋଧ ତିର୍କୀ
୮) ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ
୯) ରଘୁନାଥପାଲୀ: ଗୋପାଳ ଦାସ
୧୦) ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ
୧୧) ରାଜଗାଙ୍ଗପୁର: ରାଜନ ଏକ୍କା
୧୨) ଲୋଇସିଂହା – ଓମ୍ ପ୍ରକାଶ କୁମ୍ଭାର
୧୩) ପାଟଣାଗଡ଼ – ଅନୀଲ ମେହେର
୧୪)ବଲାଙ୍ଗୀର – ସମରେନ୍ଦ୍ର ମିଶ୍ର
୧୫) କଣ୍ଟାବାଞ୍ଜି – ସନ୍ତୋଷ ସିଂହ ସାଲୁଜା
୧୬)ଉମରକୋଟ- ସନରାଜ ଗଣ୍ଡ
୧୭) ଝରିଗାଁ – ହାରାବତୀ ଗଣ୍ଡ
୧୮) ନବରଙ୍‌ଗପୁର – ଦିଲ୍ଲୀପ ପ୍ରଧାନ
୧୯) ଡାବୁଗାଁ – ଲିପିକା ମାଝୀ
୨୦) ଲାଞ୍ଜିଗଡ଼ – ବଳଭଦ୍ର ମାଝୀ
୨୧) ଗୁନାଗଡ଼ – ତୁଳେଶ୍ୱର ନାଏକ
୨୨) ଧର୍ମଗଡ଼- ରଶ୍ମୀରେଖା ରାଉତ
୨୩) ଭବାନୀପାଟଣା – ସାଗର ଦାସ
୨୪) ନର୍ଲା- ଭକ୍ତ ଚରଣ ଦାସ
୨୫) ବାଲିଗୁଡ଼ା- ସୁରଦ ପ୍ରଧାନ
୨୬)ଜି. ଉଦୟଗିରି – ପ୍ରଫୁଲ୍ଲ ପ୍ରଧାନ
୨୭) ଫୁଲବାଣୀ – ପ୍ରତିଭା କହଁର
୨୮) କଣ୍ଟାବାଳ- ମନୋଜ ଆଚାର୍ଯ୍ୟ
୨୯) ବୌଦ୍ଧ- ନବ ମିଶ୍ର
୩୦)ଭଞ୍ଜନଗର – ପ୍ରଶାନ୍ତ ବିଶୋଇ
୩୧) ପୋଲସରା- ଅଗସ୍ତୀ ବରଦା
୩୨)କବି ସୂର୍ଯ୍ୟନଗର- ଚିରଞ୍ଜିବ ବିଶୋଇ
୩୩) ସୋରଡ଼ା- ହିରିକ୍ରିଷ୍ଠା ରଥ
୩୪) ସାନଖେବୁଣ୍ଡି – ରମେଶ ଜେନା
୩୫) ଚିକିଔି- ରବିନ୍ଦ୍ର ଦ୍ୟାନସାମନ୍ତରାୟ
୩୬) ମୋହନା- ଦାଶରଥି ଗମାଙ୍ଗ
୩୭) ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୩୮) ଗୁଣୁପୁର – ସତ୍ୟଜିତ ଗମାଙ୍ଗ
୩୯) ବିଷମକଟକ- ନୀଳମାଧବ ହିକକା
୪୦) ରାୟଗଡ଼ା- ଆପଲସ୍ୱାମୀ କାଡ୍ରାକା
୪୧) ଲକ୍ଷ୍ମୀପୁର – ପବିତ୍ର ସାଉଁନ୍ତା
୪୨) କୋଟପାଡ଼- ଅନାମ ଦିଆନ
୪୩) ଜୟପୁର – ତାରା ପ୍ରସାଦ ବାହିନୀପତି
୪୪) କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୫) ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ
୪୬)ମାଲକାନଗିରି : ମାଲା ମାଢ଼ୀ
୪୭) ଚିତ୍ର କୋଣ୍ଡା – ମଙ୍ଗୁ ଖିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking