26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନତି ଦୂରରେ ବାଲି ମାଫିଆ ଙ୍କ ରାଜ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନତି ଦୂରରେ ବାଲି ମାଫିଆ ଙ୍କ ରାଜ

ଯାଜପୁର: ଯାଜପୁର ସଦର ମହକୁମାର ନିକଟସ୍ଥ ସୁନ୍ଦରେଇମୁହଁ ଛକ ରେ ବନ୍ଦ ଉପରକୁ ଉଠିଲା ବେଳେ ରାସ୍ତା ଉପରେ ବାଲିଚର ମାଡିଯିବା ଫଳରେ ଯାତାୟାତ କରୁଥିବା ହଜାର ହଜାର ଗାଡି ମୋଟର ଚାଳକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାପାଳ ଚୋରା ବାଲି ମାଫିଆ ମାନଙ୍କ ଉପରେ କଡା ନଜର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କିଛି ଅସାଧୁ ପୋଲିସ କର୍ମଚାରୀ ମାଫିଆ ମାନଙ୍କ ସହିତ ମଧୁଚନ୍ଦ୍ରିକା ରଖି ସାଧାରଣ ଲୋକଙ୍କ ଠୁ ହେଲମେଣ୍ଟ ଚେକିଂ ବାହାନା ରେ ଫାଇନ ଆଦାୟ କରି ବାହାବା ନେବାରେ ଲାଗିଛି। ଆଖି ଆଗରେ ବଳିବୋଝେଇ ଟ୍ରକ ଡ୍ରମ୍ପର ଗାଡିକୁ ନ ଅଟକାଇବାର ର କାରଣ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଥିପ୍ରତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking