27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଳାହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

କଳାହାଣ୍ଡିରେ ଭାରତ ବନ୍ଦର ପ୍ରଭାବ

କଳାହାଣ୍ଡି: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଓ ଏକ ଛାତ୍ରାବାଦ ଶାସନ ବିରୋଧରେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ କୁ ରାଜ୍ୟ କଂଗ୍ରେସ ଦଳ ମଧ୍ୟ ସମର୍ଥନ ଜଣାଇଛି । କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ବିଭିନ୍ନ ଶ୍ରମିକ ସଙ୍ଘଠନ ପକ୍ଷରୁ ବନ୍ଦ କରାଯାଇଛି । ଭବାନୀପାଟଣା ଠାରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ।ଶ୍ରମିକ ସଂଗଠନ ପକ୍ଷରୁ ଗାଡି ମୋଟର ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି ଓ କେନ୍ଦ୍ର ସରକାରଙ୍କ ବିରୋଧ ରେ ନାରାବାଜି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking