29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଯାଜପୁର: ଆଜି ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବର ରାଗୁଜି ପିଠରେ ଖରଶ୍ୱତା ଜଲବନ୍ୟାରେ ପୁରା ଅଳିଆ ଆବର୍ଜନାରେ ଜଙ୍ଗଲ ହୋଇ ଅଳିଆ ଗଦା ପାହାଡ ପରି ହୋଇଥିବା ବେଳେ ଏହାକୁ ଦୀର୍ଘ ୬ରୁ ୭ ଦିନ ହେବ ପଡିରହିଥିଲା । ବ୍ୟାସନଗର ପୌରପରିଷଦକୁ ଜଣାଇଥିଲେ ମଧ୍ୟ ବ୍ୟାସନଗର ସାନିଟାରି ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇପଡିଛି । ବ୍ୟାସମୁନିଙ୍କ ସେବା ନିମନ୍ତେ ସହୀଦ ଭଗତ ସିଂ ଯୁବକ ସଂଘର ଯୁବକମାନେ ଏ ଅଳିଆ ଆବର୍ଜନା କୁ ସଫା କରୁଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ସଂଘର ସଂପାଦକ ହେମନ୍ତ କୁମାର ଧୀର, ସ୍ୱାଗତ ଦାସ, ଚିନ୍ତାମଣି ମଲ୍ଲିକ, ମଧୁସୂଦନ ବାରିକ, ସର୍ବେଶ୍ୱର ସ୍ୱାଇଁ, ସମୀର ରାୟ, ଶ୍ରୀଧର ଶର୍ମା ସଫେଇରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking