28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦଶହରା ମୂର୍ତ୍ତି ବିବାଦ; ସନ୍ଧ୍ୟାରେ ବୈଠକ

ଦଶହରା ମୂର୍ତ୍ତି ବିବାଦ; ସନ୍ଧ୍ୟାରେ ବୈଠକ

ଭୁବନେଶ୍ୱର: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ ବସିବ ବୈଠକ । ବିଭିନ୍ନ ପୂଜା କମିଟିର ଆବେଦନ ପ୍ରସଙ୍ଗରେ ହାଇକୋର୍ଟରେ ହେବ ଶୁଣାଣି । ଆଜି ସନ୍ଧ୍ୟାରେ କଟକ ଡିସିପି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବେ । ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପିଙ୍କ ଆଲୋଚନା ହେବ । ତେବେ ଆଜି ବୈଠକର ନିଷ୍କର୍ଷ ଜାଣିଲା ପରେ ଆସନ୍ତା କାଲି ଚୂଡାନ୍ତ ଶୁଣାଣି ହେବ । କାଲି ଚୂଡାନ୍ତ ଶୁଣାଣି କରି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେବେ ହାଇକୋର୍ଟ । ମୂର୍ତ୍ତିର ଉଚ୍ଚତାକୁ ନେଇ ପୋଲିସ ନିର୍ଦ୍ଦେଶକୁ ବିରୋଧ କରାଯାଉଛି । ୪ ଫୁଟ ଉଚ୍ଚର ମୂର୍ତ୍ତି ପାଇଁ ନିର୍ଦ୍ଦେଶ ଥିବାରୁ ବିରୋଧ କରାଯାଉଛି । ବିରୋଧ କରି କଟକ ସହରର ବହୁ ପୂଜା କମିଟି ହାଇକୋର୍ଟ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking