32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ଚୀନ୍କୁ ଝଟକା; ଚୀନ୍ ର ୫ ସାମଗ୍ରୀକୁ ବନ୍ଦ କଲା ଆମେରିକା

ପୁଣି ଚୀନ୍କୁ ଝଟକା; ଚୀନ୍ ର ୫ ସାମଗ୍ରୀକୁ ବନ୍ଦ କଲା ଆମେରିକା

ୱାଶିଂଟନ୍ ‌: ପୁଣି ଚୀନ୍କୁ ଝଟକା।  ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନ୍ ରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। ଚୀନ୍ ର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ହେଲା- କଟନ, ହେୟାର ପ୍ରଡକ୍ଟସ୍, କମ୍ପ୍ୟୁଟର ଉପକରଣ ଓ କିଛି ଟେକ୍ସଟାଇଲ। ଏ ସବୁ କ୍ଷେତ୍ରରେ    ଚୀନ୍ ବେଆଇନ୍ ଭାବେ ଶ୍ରମିକଙ୍କୁ ବନ୍ଧକ ରଖି କାମ କରାଉଥିବାରୁ ଟ୍ରମ୍ପ ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଏହାପୂର୍ବରୁ ଆମେରିକା ଚୀର ୨୪ଟି କମ୍ପାନୀକୁ ବ୍ୟାନ୍ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking