31.1 C
Bhubaneswar
Tuesday, April 30, 2024
Homeଓଡିଶାବଦଳିଲେ ରଣପୁର, ପଟାଙ୍ଗୀ ବିଜେପି ପ୍ରାର୍ଥୀ

ବଦଳିଲେ ରଣପୁର, ପଟାଙ୍ଗୀ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଆଜି ବିଜେପି ପୁଣି ତା’ର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୋଟ ୨୧ ଜଣ ବିଧାନସଭା ଆସନ ପାଇଁ ବିଜେପି ନିଜ ଯୋଦ୍ଧାଙ୍କ ନାମ ଘୋଷଣା କରିଛି । ତେବେ ପୂର୍ବରୁ ଘୋଷଣା ହୋଇଥିବା ରଣପୁର ଓ ପଟାଙ୍ଗୀ ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରଣପୁରରେ ତାପସ ମାର୍ଥାଙ୍କ ସ୍ଥାନରେ ସୁରମା ପାଢୀଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ପଟାଙ୍ଗୀ ବିଧାନସଭା ଆସନରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking