28.1 C
Bhubaneswar
Saturday, April 27, 2024
Homeଓଡିଶାସଡ଼କ ଦୁର୍ଘଟଣାରେ କାର ଖସିଲା ନଦୀକୁ:ଜଣେ ମୃତ

ସଡ଼କ ଦୁର୍ଘଟଣାରେ କାର ଖସିଲା ନଦୀକୁ:ଜଣେ ମୃତ

କୋରାପୁଟ : କୋରାପୁଟ ଜିଲ୍ଲାର ପାଡ଼ୁଆ ଥାନାଠାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।ଦାର୍ଲିପୁଟ ଠାରେ ଥିବା ରେଳ ଷ୍ଟେସନ ନିକଟରେ ଗତକାଲି ରାତି ୭.୪୦ ମିନିଟ ବେଳକୁ ଏକ କେରଳ ନମ୍ବରର କାର୍ ଓଟ ସହ ଧକ୍କାହୋଇ ନଦୀ ଭିତରକୁ ଖସି ଯାଇଥିଲା । ଓଟରେ ବସିଥିବା ଚାଳକ ଟି ତଳକୁ ଖସିଯାଇ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲା କିନ୍ତୁ ରାସ୍ତା ମଝିରେ ଗାତ ଥିବାରୁ ଓଟ ଓ କାର୍‌ଟିି ମୁହାଁମୁହିଁ ହୋଇ ନଦୀ ଭିତରେ ଖସି ନିଖୋଜ ହେଇଯାଇଥିଲ ।
ପାଡ଼ୁଆ ଥାନା ଅଧିକାରୀ ତୁରନ୍ତ ପହଞ୍ଚି ଅଗ୍ନିସମ ବିଭାଗ ପକ୍ଷରୁ ଖୋଜାଖୋଜି କରିବା ପରେ ଗୋଟିଏ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଓଟ ଓ କାର୍‌ଟି ଏବେମଧ୍ୟ ନିଖୋଜ ରହିଛି ଓ ଅଗ୍ନିସମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking