ଆମେରିକା:ଆମେରିକାରେ ଶେଷ ହେଇଛି ମତଦାନ ।ତେବେ ହ୍ୱାଇଟ୍ ହାଉସ୍ କହାର ହବ ଓ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି କିଏ ହେବେ? ତହୋ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକାବାସୀ ସିଧାସଳଖ ରାଷ୍ଟ୍ରପତିଙ୍କୁ ନବାଛି ପରୋକ୍ଷ ନିର୍ବାଚନ ଦ୍ୱାରା ନିଜ ରାଷ୍ଟ୍ରପତିଙ୍କୁ କ୍ଷମତାସୀନ କରାଇଥାନ୍ତି ।ନିର୍ବାଚନ ପ୍ରକ୍ରିୟା ଏହିଭଳି ଭାବରେ ହେଇଥାଏ । ଏଥିରେ ୨ଟି ପାର୍ଟି ଯଥା ହାଥିଚିହ୍ନ ସହ ରିପବ୍ଲିକ୍ନ ପାର୍ଟି ଏବଂ ଗଧଚିହ୍ନ ସହ ଡ଼େମୋକ୍ରାଟିକ୍ ପାର୍ଟିା ଏଥର ରିପବ୍ଲିକ୍।ନ ପାର୍ଟିର ପାର୍ଥିୀ ଡ଼ୋନାଲଡ଼୍ ଟ୍ରମ୍ପ୍ ହୋଇଥିଲା ବେଳେ ଡ଼େମୋକ୍ରାଟିକ୍ ପାର୍ଟିରୁ ଲଢୁଛନ୍ତି ଜୋ ବିଡ଼େନ୍ । ଇଲୋକ୍ଟ୍ରାଲ୍କଲେଜ୍ ବ୍ୟବସ୍ଥାରେ ସାଧାରଣ ଲୋକେ ନିଜ ଅଞ୍ଚଳର ଇଲେକ୍ଟ୍ରାଲ୍ଙ୍କୁ ନିର୍ବାଚିତ କରିଥାନ୍ତି । ଯେଉଁ ଦଳର ଇଲେକ୍ଟ୍ରାଲ୍ ପାର୍ଥିୀ ଅଧିକ ଥାନ୍ତି ସେହି ଦଳର ମୁଖ୍ୟ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଏହି ନିର୍ବାଚନ ପୁର୍ବରୁ ହେଇଥିବା ସର୍ଭେରୁ ଜୋ ବିଡ଼େନ୍ ଆଗରେ ଅଛନ୍ତି ବୋଲି ଜଣାପଡ଼ିଛିା ଭାରତିୟ ବଂଶୋଭବଙ୍କ ମଧ୍ୟରୁ ଏଥିରେ ୨୦ ପ୍ରତିଶତ ଭାରତୀୟ ଭୋଟ ଦେଇଛନ୍ତି । ମୋଟ୍ ୫୦ ଟି ରାଜ୍ୟ ପାଇଁ ହେଇଛି ମତଦାନ ଭୋଟ ଗ୍ରହଣ ଆଜି ସକାଳୁ ଶେଷ ହେଇଛି ।