30.1 C
Bhubaneswar
Sunday, May 5, 2024
Homeଓଡିଶାବସ ଦୁର୍ଘଟଣା, ୨୦ ଆହତ

ବସ ଦୁର୍ଘଟଣା, ୨୦ ଆହତ

ଆଳି:ଆଳିରେ ବସ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।ଚାନ୍ଦବାଲିରୁ ୪୦ ଜଣ ଶ୍ରମିକକୁ ନେଇ ଆସୁଥିବା ଏହି ବସ ଭାରସମ୍ୟ ହରାଇ ରାସ୍ତା କଡକୁ ଲେଉଟି ପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମୋଟ ୨୦ ଜଣ ଆହତ ହୋଇଥିବା ଖବର ମିଳୁଥିବା ବେଳେ କାହାର ମୃତ୍ୟୁ ହୋଇ ନଥିବା ସୂଚନା ରହିଛି । ସୂଚନାମୁତାବକ କଟକ-ଚାନ୍ଦବାଲି ରାସ୍ତା ଗଞ୍ଜା ଗାଁ ନିକଟରେ ଏହି ବସ ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୯ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking