30.1 C
Bhubaneswar
Saturday, May 4, 2024
Homeଓଡିଶା ବୋଟ୍ ବୁଡ଼ି ୪ ପର୍ଯ୍ୟଟକ ମୃତ

 ବୋଟ୍ ବୁଡ଼ି ୪ ପର୍ଯ୍ୟଟକ ମୃତ

ରୋମ : ଇଟାଲୀର ଲିସାଞ୍ଜା ସହରରେ ରବିବାର ମାଗିଓର ହ୍ରଦରେ ଗୋଟିଏ ବୋଟ୍ ବୁଡିଯିବାରୁ ଦୁଇ ପର୍ଯ୍ୟଟକଙ୍କ ସମେତ ମୋଟ ୪ ଜଣ ବୁଡିଯାଇ ପ୍ରାଣ ହରାଇଛନ୍ତି । ବୋଟ୍‌ଟି ହ୍ରଦ ମଝିରେ ଥିବାବେଳେ ହଠାତ ପ୍ରବଳ ଝଡ଼ତୋଫାନ ହେବାରୁ ଏହା ବୁଡ଼ିଯାଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ ହ୍ରଦ ମଧ୍ୟରୁ ୪ଟି ମୃତଦେହ ଉଦ୍ଧାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking