27.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମବଙ୍ଗ ବିଧାନସଭା ବର୍ତ୍ତମାନ କଂଗ୍ରେସ ଶୂୂନ୍ୟ; ଟିିଏମ୍‌ସିରେ ମିଶିଲେ ଏକମାତ୍ର କଂଗ୍ରେସ ବିଧାୟକ

ପଶ୍ଚିମବଙ୍ଗ ବିଧାନସଭା ବର୍ତ୍ତମାନ କଂଗ୍ରେସ ଶୂୂନ୍ୟ; ଟିିଏମ୍‌ସିରେ ମିଶିଲେ ଏକମାତ୍ର କଂଗ୍ରେସ ବିଧାୟକ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବର୍ତ୍ତମାନ କଂଗ୍ରେସ ଶୂନ୍ୟ ହୋଇପଡିଛି । ସୋମବାର କଂଗ୍ରେସର ଏକମାତ୍ର ବିଧାୟକ ବାଇରନ୍ ବିଶ୍ୱାସ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଥିବା ଜଣାପଡିଛି । ଆଜକୁ ତିନିମାସ ପୂର୍ବେ ଅନୁଷ୍ଠିତ ଉପନିର୍ବାଚନରେ ବାଇରନ୍ ସାଗରଡିହି ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଉପନିର୍ବାଚନରେ ବିଜୟୀ ହେବାରେ କଂଗ୍ରେସର କୌଣସି ଭୂମିକା ନଥିଲା ବୋଲି ବାଇରନ୍ କହିଛନ୍ତି । ଟିଏମ୍‌ସି ସାଧାରଣ ସମ୍ପାଦକ ତଥା ଡାଏମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ବାଇରନ୍‌ଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking