30.1 C
Bhubaneswar
Saturday, May 4, 2024
Homeଓଡିଶାକାରରେ ଲାଗିବ ନାହିଁ କଳା କାଚ

କାରରେ ଲାଗିବ ନାହିଁ କଳା କାଚ

ଭୁବନେଶ୍ୱର: ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ ବାରମ୍ବାର ଏଭଳି  କରିବେ,  ତେବେ ଆଗକୁ ଗାଡି ସିଜ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି । ଆଗାମୀ ଦିନରେ ଏହି ନିୟମକୁ  ଆହୁରି ଜୋରଦାର କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking