26.1 C
Bhubaneswar
Wednesday, May 8, 2024
Homeଓଡିଶାରାଜରାସ୍ତାକୁ ଓଲ୍ହାଇଲା ବିଜେପି

ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟରତ ଇନ୍ଫୋର୍ସମେଣ୍ଟ ଟିମ କୁ ଗୁଣ୍ଡା ଆଖ୍ୟା ଦେଇ ଗଞ୍ଜାମ ଜିଲ୍ଲା ବିଜେପି ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି। ପ୍ରକାଶ ଥାଉକି କରୋନା ମହାମାରୀ ରେ ଜୀବନ ଜୀବିକା ହରାଇଥିବା ଛୋଟ ବ୍ୟବସାୟୀମାନେ ବହୁତ ଅସୁବିଧାର ଜୀବନ ବିତାଉଥିବା ବେଳେ ମହାନଗର ନିଗମର ଇନ୍ଫୋର୍ସମେଣ୍ଟ ଟିମ ସେମାନଙ୍କୁ ଫାଇନ ଆଦାୟ ସହ ଦୋକାନ ସିଲ କରୁଛନ୍ତି । ତେଣୁ ଏହାର ପ୍ରତିବାଦରେ ଗଞ୍ଜାମ ଜିଲା ବିଜେପି ତରଫରୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଓ ପୂର୍ବତନ ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମୀ ଆଜି ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking