29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଓଡିଶା ଆସିବେ ଜେ.ପି ନଡ୍ଡା

ଓଡିଶା ଆସିବେ ଜେ.ପି ନଡ୍ଡା

ଭୁବନେଶ୍ୱର: ଓଡିଶା ଆସିପାରନ୍ତି ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଡିସେମ୍ବର କିମ୍ବା ଜାନୁଆରୀରେ ଓଡିଶା ଆସିବା ନେଇ ସୂଚନା ରହିଛି । ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ସଂଗଠନ, ମିଶନ-୧୨୦, ଡବଲ ଇଂଜିନ ନେଇ ଆଲୋଚନା ହେବ ବୋଲି ମଧ୍ୟ ସୂଚନା ମିଳିଛି । ରାଜ୍ୟରେ ବିଜେପି ସ୍ଥିତି ସୁଦୃଢ ପାଇଁ ମଧ୍ୟ ଆଲୋଚନା ହେବ । ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ନଡ୍ଡା ସମୀକ୍ଷା କରିବେ । ଜାନୁଆରୀ କିମ୍ବା ଫେବ୍ରୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking