30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପରୀର ଗ୍ରାମରେ ପହଞ୍ଚିଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ

ପରୀର ଗ୍ରାମରେ ପହଞ୍ଚିଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ

ନୟାଗଡ଼ : ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ନୟାଗଡ଼ ସ୍ଥିତ ପରି ଗ୍ରାମ ଯଦୁପୁରରେ ପରି ଗ୍ରାମରେ ପହଞ୍ଚିଥିଲେ । ସେଠି ପହଞ୍ଚିଛି ପରୀର ବାପା ମା’ଙ୍କ ସହ ଆଲେଚନା କରିଥିଲେ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏତେ ଦିନ ହେବ ଜଣେ ଛୋଟ ଝିଅର ହତ୍ୟା କରାଯାଇଥିଲେ ମଧ୍ୟ ହତ୍ୟାକାରୀ କିଏ ବୋଲି ସରକାର ଜାଣିପାରୁ ନାହାନ୍ତି । ତେବେ ସମଗ୍ର ରାଜ୍ୟ ବାସୀଙ୍କୁ କିପରି ସୁରକ୍ଷା ପ୍ରଦାନ କରିବେ ସେ ନେଇ ପ୍ରଶ୍ନ କରିଛନ୍ତି । ହତ୍ୟା ସହ ଅଙ୍ଗ ତସ୍କରୀ ମଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ । ତେଣୁ ପରୀକୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ପୁରନ୍ଦେଶ୍ୱରି କହିଛନ୍ତି । ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ପ୍ରଥମ ଥର ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ୧୨ ତାରିଖ ଯାଏଁ ରହି ସେ ବିଭିନ୍ନ ଦଳୀୟ ନେତା ଓ ଅନ୍ୟ ନେତୃ ବଉନ୍ତଙ୍କ ସହ ଆଲେଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking