29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗରାଜ୍ୟରେ ଜାନୁଆରୀରୁ ଖୋଲିପାରେ କଲେଜ

ରାଜ୍ୟରେ ଜାନୁଆରୀରୁ ଖୋଲିପାରେ କଲେଜ

ଭୁବନେଶ୍ୱର : କୋରନା ମହାମାରୀକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେବ କଲେଜ ଓ ୟୁନିଭରସିଟି ଗୁଡ଼ିକ ବନ୍ଦ ଥିଲାବେଳେ ପାଠପଢା ମଧ୍ୟ ବନ୍ଦ ରହିଥିଲା । ଏବେ ରାଜ୍ୟରେ କୋରନା ପ୍ରଭାବ କମୁଥବା ବେଳେ ରାଜ୍ୟ ସରକାର କଲେଜ ଗୁଡ଼ିକ ପୁନର୍ବାର ଖୋଲିବାକୁ ଯୋଜନା କରିଛନ୍ତି । ଏହା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । ଜାନୁଆରୀରୁ କ୍ଲାସ ଆରମ୍ଭ ହେବା ସହ ପାଠ ପଢାଯିବ । ଯଦି କଲେଜ ଖୋଲିବାରେ ବିଳମ୍ବ ହେବ , ତେବେ ସିଲାବସ ହ୍ରାସ କରାଯିବ । ଅନଲାଇନ ପଢାକୁ ନେଇ ପରୀକ୍ଷା କରାଗଲେ ଫେଲର ପ୍ରତିଶତ ବଢିବ । ତେଣୁ ୭୦-୮୦ ଦିନ ପାଠ ପଢାଯାଇ ପରୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking