31.1 C
Bhubaneswar
Thursday, May 23, 2024
Homeଓଡିଶାପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ

ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ

ବ୍ରହ୍ମପୁର : ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ | ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ | ଲାଞ୍ଜିପଲ୍ଲୀ ଓଭର ବ୍ରିଜ ନିକଟରେ ଅଟକାଇଲେ ବିଜେଡି କର୍ମୀ | ଗୋ ବ୍ୟାକ ନାରା ଦେଇ ବିଜେଡି କର୍ମୀ ରାସ୍ତା ଛାଡିଲେନି | ଘଟଣା ସ୍ଥଳରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ ମଧ୍ୟରେ ଉଚ୍ଚବାଚ | ୫-ଟି ସଚିବଙ୍କୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯାଉଛନ୍ତି ପ୍ରଦୀପ |

ପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking