40.1 C
Bhubaneswar
Sunday, June 16, 2024
Homeଓଡିଶାପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ

ପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର : ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ବିଧାୟକ ପ୍ରଦୀପ ପାଣିଗ୍ରାହୀ | ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଅଭିମୁଖେ ପ୍ରଦୀପ ପାଣିଗ୍ରାହୀ | ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବାହାରିଲେ ପ୍ରଦୀପ ପାଣିଗ୍ରାହୀ | ଯିବା ସମୟରେ ଗଣମାଧ୍ୟମ କୁ ପ୍ରଦୀପ ପାଣିଗ୍ରାହୀ ଙ୍କ ପ୍ରତିକ୍ରିୟା | ମୋ ନିର୍ବାଚନ ମଣ୍ଡଳୀରୁ ମୋତେ କିଏ ରୋକିବ ଦେଖିବି | ଆଜି ମୋ ଉପରେ ଆକ୍ରମଣ ହେଲେ ପ୍ରସାଶନ ଦାୟୀ ରହିବ | ମୋ ଉପରେ ଆକ୍ରମଣ ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ | ମୁଖ୍ୟସଚିବ ଓ ଡିଜିପି ମଧ୍ୟ ଦାୟୀ ରହିବେ ବୋଲି କହିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking