40.1 C
Bhubaneswar
Sunday, June 16, 2024
Homeଓଡିଶାଅକ୍ଟୋବରରେ ଆସିପାରନ୍ତି ରାହୁଲ

ଅକ୍ଟୋବରରେ ଆସିପାରନ୍ତି ରାହୁଲ

ବ୍ୟୁରୋ : ଆସନ୍ତା ଅକ୍ଟୋବର ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧି | ରାହୁଲ ଆସିବା ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସୂଚନା | ୫ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ | ଅକ୍ଟୋବର ଶେଷ ଶୁଦ୍ଧା ସେ ଓଡିଶା ଆସିବେ ଓ ପ୍ରିୟଙ୍କା ବି ଆସିବେ | ୪ଟି ଜୋନ୍ ରେ ରାହୁଲ ସଭା କରିବାକୁ ଯୋଜନା ରହିଛି |

ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking