34.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡି ଲୋକସଭା ପ୍ରାର୍ଥୀ; ଜାଣନ୍ତୁ କିଏ କେଉଁ ଆସନରୁ ଲଢ଼ୁଛନ୍ତି....

ବିଜେଡି ଲୋକସଭା ପ୍ରାର୍ଥୀ; ଜାଣନ୍ତୁ କିଏ କେଉଁ ଆସନରୁ ଲଢ଼ୁଛନ୍ତି….

ଭୁବନେଶ୍ୱର : ବିଜୁ ଜନତା ଦଳ(ବିଜେଡି) ଲୋକସଭା ନିର୍ବାଚନ ପାଇଁ ସମସ୍ତ ୨୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଜାଣନ୍ତୁ କେଉଁ ଆସନରୁ କିଏ ଲଢ଼ୁଛନ୍ତି….
୧) ଭୁବନେଶ୍ୱର- ମନ୍ମଥ ରାଉତରାୟ
୨)କଟକ- ସଂତୃପ୍ତ ମିଶ
୩) ଢେଙ୍କାନାଳ- ଅବିନାଶ ସାମଲ
୪) ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
୫) କଳାହାଣ୍ଡି – ଲମ୍ବୋଦର ନିଆଳ
୬) ନବରଙ୍ଗପୁରରୁ- ପ୍ରଦୀପ ମାଝୀ
୭)କୋରାପୁଟ- କୈଶଲ୍ୟା ହିକ୍‌?କା
୮)କନ୍ଧମାଳ- ଅଚ୍ୟୁତ ସାମଲ
୯)ଆସିକା- ରଂଜିତା ସାହୁ
୧୦)ପୁରୀ-ଅରୂପ ପଟ୍ଟନାୟକ
୧୧) ଜଗତସଂହପୁର – ରାଜଶ୍ରୀ ମଲ୍ଲିକ
୧୨) କେନ୍ଦ୍ରାପଡ଼ା – ଅଂଶୁମାନ ମହାନ୍ତି
୧୩)ଯାଜପୁର-ଶର୍ମିଷ୍ଠା ସେଠୀ
୧୪) ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
୧୫) ମୟୂରଭଞ୍ଜ: ସୁଦାମ ମାରାଣ୍ଡି
୧୬)ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
୧୭) ଭଦ୍ରକ- ମଞ୍ଜୁୁଲତା ମଣ୍ଡଳ
୧୮)ବରଗଡ-ପରିଣୀତା ମିଶ୍ର
୧୯)ବ୍ରହ୍ମପୁର-ଭୃଗୁ ବକ୍ସିପାତ୍ର
୨୦)କେନ୍ଦୁଝର-ଧନୁର୍ଜନ ସିଦ୍ଧୁ
୨୧) ବାଲେଶ୍ୱର – ଲେଖାଶ୍ରୀ ସାମନ୍ତସିଂହାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking