33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଜେଲରେ ବିଗିଡିଲା କେଜରିୱାଲଙ୍କ ସ୍ବାସ୍ଥ୍ୟବସ୍ଥା

ଜେଲରେ ବିଗିଡିଲା କେଜରିୱାଲଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ: ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ବାସ୍ଥ୍ୟବସ୍ଥା। କେଜରିୱାଲଙ୍କ ସୁଗର ଲେଭେଲ ସାମାନ୍ୟ ଠାରୁ ଢେର ଅଧିକ ବଢିଥିବା ଜଣାପଡିଛି । ମଧୁମେହରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ଲଡ୍ ସୁଗର ପରିମାଣ ୧୬୦ ରେକର୍ଡ ହୋଇଛି। ପୂର୍ବରୁ ତାଙ୍କର ଏହି ସୁଗର ଲେଭେଲ୍ ସାମାନ୍ୟ ଥିଲା। ଜେଲ ଯିବା ପରଠାରୁ କେଜରିୱାଲଙ୍କ ସ୍ବାସ୍ଥାବସ୍ଥାରେ ଅବନ୍ନତି ଘଟିଛି । କେଜରିୱାଲଙ୍କ ଓଜନ ମଧ୍ୟ ବଢିଥିବା ଜଣାପଡିଛି। ଜେଲ ଯିବା ପୂର୍ବରୁ ୬୪ କେଜି ଥିବାବେଳେ ଏବେ ଆଉ ଗୋଟିଏ କେଜି ଓଜନ ବଢିଥିବା ଜଣାପଡିଛି। ମୋଟାମୋଟି ଭାବେ ଜଣେ ବ୍ୟକ୍ତିଙ୍କ ବ୍ଲଡ୍ ସୁଗର ଲେଭେଲ୍‌ ୭୦ରୁ ୧୦୦ ମଧ୍ଯରେ ରହିଲେ ଏହା ସାମାନ୍ୟ ବୋଲି ଧରାଯାଇଥାଏ। ତେବେ କେଜରିୱାଲଙ୍କ ରକ୍ତରେ ଶର୍କରା ପରିମାଣ ୧୬୦ ମପାଯାଇଛି । ହେଲଥ୍ ବୁଲେଟିନ ଅନୁସାରେ ଏହି ସୁଗର ଲେଭେଲ୍‌ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking