28.1 C
Bhubaneswar
Wednesday, May 22, 2024
Homeଓଡିଶା୭ ତାରିଖ ବେଳକୁ କମିବ ତାତି !

୭ ତାରିଖ ବେଳକୁ କମିବ ତାତି !

ଭୁୁବନେଶ୍ୱର : ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆଉ ଦୁଇ ଦିନ ପର‌୍ୟ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ପୂର୍ବପରି ବଳବତ୍ତର ରହିବ । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ ।  କାଳବୈଶାଖୀ ବର୍ଷା ପ୍ରବାହରେ ତାତିରେ ହ୍ରାସ ପାଇବାର ସମ୍ଭାବନା ରହିଛି । ପ୍ରେସ୍‌ମିଟ କରି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ଭୀଷଣ ହେଉଛି ଗ୍ରୀଷ୍ଣକୋପ: ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking