31.1 C
Bhubaneswar
Tuesday, April 30, 2024
Homeଓଡିଶାବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ବିଧାନସଭା ପ୍ରାର୍ଥୀ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧) ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା
୨)ଲକ୍ଷ୍ମୀପୁର -ପ୍ରଭୁ ଜାନି
୩)ପାରାଦୀପ-ଗୀତାଞ୍ଜଳି ରାଉତରାୟ
୪)ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
୫)ରେଢାଖୋଲ-ରୋହିତ ପୂଜାରୀ
୬)ତେଲକୋଇ-ମାଧବ ସର୍ଦ୍ଦାର
୭)ତାଳଚେର-ବ୍ରଜ ପ୍ରଧାନ
୮)ନର୍ଲା-ମନୋରମା ମହାନ୍ତି
୯)ବାଲିଗୁଡା-ଚକ୍ରମଣି କହଁର
ବାଲେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking