32.1 C
Bhubaneswar
Friday, April 26, 2024
Homeଓଡିଶାବାଲେଶ୍ୱରେ ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱରେ ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ବାଲେଶ୍ୱର ପୋଷ୍ଟାଲ ଭୋଟରେ ବିଜେପିଠାରୁ ୬୧୫ ଭୋଟ୍ରେ ବିଜେଡି ଆଗୁଆ ରହିଛି । ମୋଟ ୭୧୮୪ ପୋଷ୍ଟାଲ ଭୋଟ୍ ଗଣତି ହୋଇଛି । ବିଜେଡକୁ ୩୪୨୭ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୮୧୨ ଓ କଂଗ୍ରେସକୁ୯୦୦ ଭୋଟ୍ ମିଳିଛି । ଅନ୍ୟପଟେ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି-୩୮୫୨, ବିଜେପି-୨୭୭୪ ଭୋଟ, କଂଗ୍ରେସ-୪୪୨ ଓ ସିପିଆଇକୁ ୬୨ଟି ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking