28.1 C
Bhubaneswar
Thursday, March 28, 2024
Homeଓଡିଶାକୋଭିଡ କଟକଣା ଭିତରେ ଭୋଟ ଗଣତି ଆରମ୍ଭ

କୋଭିଡ କଟକଣା ଭିତରେ ଭୋଟ ଗଣତି ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଭୋଟ ଗଣତି। କଡା କଟକଣା ଭିତରେ ଭୋଟ ଗଣତି ଆରମ୍ଭ ହୋଇଛି। ଗତ ୩ ତାରିଖ ଏହି ଦୁଇ ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଦୁଇ ଆସନରେ ତିନି ଦଳ ବିଜେପି, ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ। ଗଣତି ପାଇଁ ପ୍ରତି ନିବାଚନମଣ୍ଡଳୀରେ ୩ ଟି ଲେଖାଏ କାଉଣ୍ଟିଂ ହଲ ରହିଛି। ଦୁଇଟି ହଲ୍‌ରେ ୭ଟି ଲେଖାଏ ୧୪ଟି ଟେବୁଲ ରହିଛି। ଅନ୍ୟ ଗୋଟଏ ହଲରେ ପୋଷ୍ଟାଲ ବାଲାଟ୍‌ ଗଣତି କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲ୍‌ରେ ୩ ଜଣ ଲେଖାଏ କର୍ମଚାରୀ ଏବଂ ଜଣେ ଲେଖାଏ କାଉଣ୍ଟିଂ ଏଜେଣ୍ଟ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking