34.1 C
Bhubaneswar
Friday, March 29, 2024
Homeଓଡିଶାମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ଏକ ମାଲବାହୀ ଟ୍ରେନ୍ କିରଣ୍ଡରୁ ବିଶାଖାପାଟନା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜରଟି ମାନବରେ ଲାଇନ୍‌ଚ୍ୟୁତ ହେଇଛି । ଲୁହାପଥର ଗୁଣ୍ଡ ନେଇ ଯାଉଥିବା ଟ୍ରେନଟିର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।ଏହି ଲାଇନଚ୍ୟୁତ ଘଟଣାରେ କାହାର କୌଣସି କ୍ଷତି ହେଇନଥିବା ଜଣାପଡ଼ିଛି । । ଏବେ ମରାମତି କାର୍ଯ୍ୟ ଚାଲୁ ରହିଥିବା ବେଳେ ଟ୍ରେନ୍‌ସେବା ସ୍ୱାଭାବିକ ଅଛି । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking