କଳିଙ୍ଗନଗର ବିସ୍ଥାପିତ ଓ ସୁକିନ୍ଦା ଦାନଗଦି ବ୍ଲକର ୨୮୦୦ ପରିବାରଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପl ବିସ୍ଥାପିତ ପରିବାର ଓ ସୁକିନ୍ଦା ଦାନଗଦି ବ୍ଲକ ର ଭୂମି ହୀନ ପରିବାର ମାନଂକୁ ଜମି ପଟା ଖୁବ ଶୀଘ୍ର ପ୍ରଦାନ କରିବା ପାଇଁ ସୁକିନ୍ଦା ବିଧାୟକ ଇଂ ପ୍ରିତିରଂଞ୍ଜ ଘଡ଼ାଇ ଯାଜପୁର ଜିଲ୍ଲା ପାଳ ସ ଏ ସମ୍ପର୍କ ରେ ଆଲୋଚନା ହୋଇ ନିସ୍ପପତି ନିଆ ଯାଇଛି l ପୁରୁଷ ପୁରୁଷ ଧରି ସୁକିନ୍ଦା ଅଂଚଳ ଅଞ୍ଚଳ ରେ ବସ ବାସ କରୁଥିବା ଲୋକ ମାନ ନାମ ରେ ଜମିପଟ୍ଟା ଓ ଘର ଡ଼ିହ ମଧ୍ୟ ନାହିଁ ସେମାନେ ସମସ୍ତ ସରକାର ଙ୍କ ଯୋଜନା ରୁ ବଂଚିତ ଏପରି ପିଲା ମାନେ ଉଚ୍ଚ ଶିକ୍ଷା ବଂଚିତ ହେଉଛନ୍ତି ଜମି ଓ ଘରଡିଆ ର ପଟ୍ଟା ନ ଜାତିଜାତି ଗତ ବାସିନ୍ଦା ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ମିଳୁନି ଫଳରେ ଉଚ୍ଚ ଶିକ୍ଷିତ ସରକାରୀ ଚାକରି ଅନନ୍ୟା ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସ୍ୱପ୍ନ l ବିଧାୟକ ହୁଦୟ ଙ୍ଗମ କରି ଏହାର ଆଶୁ ସମାଧାନ ଜିଲ୍ଲା ପାଳ ଙ୍କ ସହ ଏକ ବୈଠ କରି ସମସ୍ୟା ର ବାଟବାହାରିଛି ବସୁନ୍ଧରା ଯୋଜନା ରେ ଘର ଡିହ ପ୍ରଦାନ କରାଯିବା ପାଇଁ ନିଷ୍ପତି ହୋଛି l ଖୁରୁଣ୍ଟି ଗାର ବିସ୍ଥାପିତ ୮ପରିବାରକୁ ‘ବସୁନ୍ଧରା’ ଯୋଜନାରେ ଜମିପଟ୍ଟା ଦିଆଯିବ। ମେସ୍କୋ,ଭିସା,ଜିନ୍ଦଲ ଓ ଟାଟା ପାଇଁ28 ବିସ୍ଥାପିତଙ୍କ ନିର୍ମିତ ତ୍ରିଜଙ୍ଗା ଥଇଥାନ କଲୋନିର ରକ୍ଷାଣ ବେକ୍ଷଣର ଦାୟିତ୍ୱ ଦାନଗଦି ବ୍ଲକକୁ ହସ୍ତାନ୍ତର କରାଗଲା।ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସରକାରୀ ଜାଗାରେ ରହୁଥିବା ସୁକିନ୍ଦା-ଦାନଗଦିର ୨୮ଶହ ପରିବାରକୁ ଜମିପଟ୍ଟା ପ୍ରଦାନକୁ ତରାନ୍ୱିତ କରିବାକୁ ଯାଜପୁର ଜିଲ୍ଲାପାଳ ଓ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here