28.1 C
Bhubaneswar
Saturday, April 27, 2024
Homeଓଡିଶାନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା

ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏ ଅବସରରେ  ମାଟି ନିର୍ମିତ ଚା କପ୍‌ ସାହାଯ୍ୟରେ ମୋଦିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି । ପ୍ରାୟ ୫ ଫୁଟ ଉଚ୍ଚର ବାଲୁକା କଳାରେ ୫ ଟନର ବାଲି ବ୍ୟବହୃତ ହୋଇଛି । ୧୨୧୩ଟି ମାଟି ନିର୍ମିତ କପ୍‌ ବ୍ୟବହାର ହୋଇଛି ।

ବିଶ୍ୱକର୍ମା ପୂଜାରେ କମିଲା ସୁନା ଦାମ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking