25.1 C
Bhubaneswar
Thursday, May 9, 2024
Homeଓଡିଶାରାଉରକେଲାରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ଷ୍ଟାଡିୟମ; ୧୩ରୁ ହକି ମହାକୁମ୍ଭ

ରାଉରକେଲାରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ଷ୍ଟାଡିୟମ; ୧୩ରୁ ହକି ମହାକୁମ୍ଭ

ରାଉରକେଲା: ହକି ୱାର୍ଲ୍ଡକପ୍ ୨୦୨୩ ପୂର୍ବରୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ହକି ଦଳର ସଦସ୍ୟଙ୍କ ସହ ସାକ୍ଷାତ ଏବଂ ଯୋଗାଯୋଗରେ ଆନନ୍ଦିତ । ସମସ୍ତଙ୍କୁ ଶୁଭେଚ୍ଛା ଜଣାନ୍ତୁ ଯେହେତୁ ସେମାନେ ଯାଇ ଦେଶ ପାଇଁ ପୁରସ୍କାର ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ।

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍‌ବକପ ୨୦୨୩ । ଓଡିଶାର ଭୁବନେଶ୍ୱର ଏବଂ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ଆଜି ରାଉରକେଲା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ବୃହତ ହକି ଷ୍ଟାଡିୟମକୁ ରାଉରକେଲାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତା ୧୩ ତାରିଖରୁ ଏହି ଦୁଇଟି ସ୍ଥାନରେ ହକି ବିଶ୍ୱକପ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking