28.1 C
Bhubaneswar
Sunday, April 28, 2024
Homeଓଡିଶାବାଇକ୍ – ସ୍କୁଟି ଧକ୍କା , ୩ ମୃତ

ବାଇକ୍ – ସ୍କୁଟି ଧକ୍କା , ୩ ମୃତ

ବାରିପଦା : ବାଇକ୍ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଉଦଳା ରାସ୍ତା ବାଲିଯୋଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୩ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଧର୍ମଶାଳା ଟେଷ୍ଟ୍‌ରେ ଫେରିବେ ଜସ୍‌ପ୍ରୀତ୍ ବୁମ୍‌ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking