ଧର୍ମଶାଳା ଟେଷ୍ଟ୍‌ରେ ଫେରିବେ ଜସ୍‌ପ୍ରୀତ୍ ବୁମ୍‌ରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ୩-୧ର ଅପରାଜେୟ ଅଗ୍ରଣୀ ସତ୍ତ୍ୱେ ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତି ଟେଷ୍ଟ୍ ପାଇଁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ପାଇଁ ଷ୍ଟାର୍ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ । କାର୍ଯ୍ୟଭାର ପ୍ରବନ୍ଧନ ପାଇଁ ମହମ୍ମଦ ସିରାଜ୍‌ଙ୍କୁ ପଞ୍ଚମ ଟେଷ୍ଟ୍‌ରେ ବିଶ୍ରାମ ଦିଆଯାଇପାରେ । ଏହା ପୂର୍ବରୁ ରାଞ୍ଚି ଟେଷ୍ଟ୍‌ରେ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା … Continue reading ଧର୍ମଶାଳା ଟେଷ୍ଟ୍‌ରେ ଫେରିବେ ଜସ୍‌ପ୍ରୀତ୍ ବୁମ୍‌ରା