38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଜୁ ଛାତ୍ର ଜନତା ଦଳର ଯାଜପୁର ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

ବିଜୁ ଛାତ୍ର ଜନତା ଦଳର ଯାଜପୁର ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

ଯାଜପୁର : ଯାଜପୁର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଓ ୧୦ଟି ବ୍ଲକ ୨ଟି ମୁନସିପାଲିଟି ମାନଙ୍କର ସଭାପତି ଏବଂ ସାଧାରଣ ସାମ୍ପଦକ ନାମ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲାର ବିଜୁ ଛାତ୍ର କର୍ମକର୍ତ୍ତା ମାନେ ଛାତ୍ର ସଂଗଠନକୁ ସୁଧୁଢ଼ କରିଵେ। କର୍ମକର୍ତ୍ତାଙ୍କ ନାମ ତାଲିକା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking