34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବରଯାତ୍ରୀ ଗାଡ଼ି ଦୁର୍ଘଟଣା : ୩ ମୃତ, ୪ଆହାତ

ବରଯାତ୍ରୀ ଗାଡ଼ି ଦୁର୍ଘଟଣା : ୩ ମୃତ, ୪ଆହାତ

ବରଗଡ଼ : ବରଗଡ଼ ଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣା ରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୂଯାୟୀ , ବରଗଡ଼ର କଟାପାଲି ଠାରୁ ନେଇ ଛତିଶିଗଡ଼ ପୁସୋର ପୋଡ଼ାତରାଇ ଠାରୁ ଏକ ଟ୍ରକ ବରଯାତ୍ରୀ ନେଇ ଯାଉଥିବା ବେଳେ ବାଟରେ ବୋଲେରୋ ସହ ଧକ୍କ ।ହୋଇଥିଲା । ଏହି ଦୁର୍ଘଟଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞତଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking