30.1 C
Bhubaneswar
Friday, April 26, 2024
Homeରାଜନୀତିବିହାରରେ ପୁଣି ନିତୀଶ ସରକାର

ବିହାରରେ ପୁଣି ନିତୀଶ ସରକାର

ବିହାର : ଭୋଟ ଗଣତିରେ ପରେ ଭୋର ୪ଟାରେ ପ୍ରକାଶିତ ହୋଇଛି ନିର୍ବାଚନ ଫଳାଫଳ ୍ଧଶ ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ନର୍ମାଚନ ଅଧିକାରୀ । ଭୋଟର ମାନେ ଏନ୍‌ଡ଼ିଏକୁ ପୁର୍ଣ୍ଣ ବହୁମତ ଦେଇଥିବା ଏବେ ସ୍ପଷ୍ଟ ହୋଇଛି ।ମୋଟ ୨୪୩ ଟି ଆସନରୁ ଏନଡ଼ିଏ୧୨୫ ଟି ଆସନରେ ବିଜୟୀ ହେଇଥିବା ବେଳେ ଯେଡ଼ିୟୁର ମହାମେଣ୍ଟ କୁ ମିଳିଛି ୧୧୦ଟି ଆସନ । ଓ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନ ପାଇଛନ୍ତି । ସରକାର ଗଢିବା ପାଇଁ ୧୨୨ ମ୍ୟାଜିକ ନମ୍ବର ଥିବା ବେଳେ ନିତୀଶ କୁମାରଙ୍କ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking