38.1 C
Bhubaneswar
Saturday, April 20, 2024
Homeଓଡିଶାଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ -୨ ଇନଷ୍ଟାଣ୍ଟ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ଯ ଓ ଧନ୍ଦାମୂଳକ ବିଷୟ ଗୁଡିକର ଥିଓରି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷା ପାଇଁ ସାରା ରାଜ୍ଯରେ ୧୮୦ଟି ପରୀକ୍ଷା କେନ୍ଦ୍ର ସ୍ଥାପନା ହୋଇଛି । ୧୩୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । କୋଭିଡ୍-୧୯ ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ଆଡମିଟ କାର୍ଡ଼ ଓ ଫଟୋ ପରିଚୟ ପତ୍ର ଆଣିବେ। ମାସ୍କ ପିନ୍ଧିବେ। ସାମାଜିକ ଦୂରତା ମାନିବେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ଗେଟ ନିକଟରେ ଯେପରି ଭିଡ ନହୁଏ ସେଥିପ୍ରତି ନଜର ରଖିବେ ପରୀକ୍ଷା କେନ୍ଦ୍ରର ଅଧିକାରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking