38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମହିଳା କମିଶନରେ ଅନୁଭବ-ବର୍ଷା

ମହିଳା କମିଶନରେ ଅନୁଭବ-ବର୍ଷା

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ସାସଂଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ । ବର୍ଷା ଆଣିଥିବା ଅଭିଯୋଗ ନେଇ ଆଲୋଚନା କରାଯାଉଛି । ତେବେ କେବଳ ଅନୁଭବଙ୍କୁ ନହେଁ,ତାଙ୍କ ବାପା ମାଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ତାଙ୍କ ବାପା ମା ଆସିପାରି ନାହାନ୍ତି । ତେବେ କେଉଁ କାରଣ ପାଇଁ ସେମାନେ ଆସିପାରି ନାହାନ୍ତି ସେ ନେଇ କମିଶନଙ୍କ ପାଖରେ ଜଣାଇବେ । ପୂର୍ବରୁ ଅନୁଭବଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । ପାରିବାରିକ ବିବାଦ ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking