26.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଆବାସ ଯୋଜନାରେ ହାଇଯାକ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ଆବାସ ଯୋଜନାରେ ହାଇଯାକ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ଗୁଣୁପୁର:  କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହାଇଯାକ କରୁଛି ଶାସକ ବିଜୁ ଜନତା ଦଳ । କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଗୃହରେ ବିଜୁ ପକ୍କା ଘର ନାମରେ ଷ୍ଟିକରିଂ କରି, ଲୋକଙ୍କୁ ଭୁଆ ବୁଲଉଛି ବିଜେଡି । ତେଣୁ ଏଭଳି କୁତ୍ସିତ କାର୍ଯ୍ୟ କୁ ତୀବ୍ର ବିରୋଧ ଓ ନିନ୍ଦା କରିଛି ବିଜେପି । ଆଜି ଗୁଣୁପୁର ବିଜେପି ପକ୍ଷରୁ ଗୁଣୁପୁର ଥାନା ରେ ମୁଖ୍ୟମନ୍ତ୍ରୀ ଙ୍କ ନାମରେ ଏତଲା ଦେଇଛି ଦଳ । ସେହିପରି ଗୁଣୁପୁର ବ୍ଲକ ଓ ମୁନିଷ୍ପଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking